Jump to content

ଝଡ଼ା ବେଶର

ଉଇକିଅଭିଧାନ‌ରୁ

ଝଡ଼ା ବେଶର

ଉଚ୍ଚାରଣ

[ସମ୍ପାଦନା]

(ଝଡ଼ା ବେଶ୍ୱର—ଅନ୍ୟରୂପ)

  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସିଝା ମାଛକୁ କଣ୍ଟାଯାକ ବାହାର କରାଯାଇ ତହିଁରେ ବଟା ସୋରିଷ ଦିଆଯାଇ ହୋଇଥିବା ଏକପ୍ରକାର ବ୍ୟଞ୍ଜନ —A curry prepared from fish after the bones are taken out and it is mixed with rye-paste.