ଝମକାଇବା
ଝମକାଇବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - କ୍ରି. (ଝମକିବାର ଣିଜନ୍ତରୂପ)[ସମ୍ପାଦନା]
- ୧. ଧମକାଇବା —୧. To threaten.
- ୨. ଝମଝମ ଶବ୍ଦ କରିବା — ୨. To make a jingling or clanking sound.
ପାଦ ଧୂଳି ଝାଡ଼ିବା ଛଳେ ନୁପୁର ଝମକାଇ ଭଲେ—ଭୂପତି, ପ୍ରେମପଞ୍ଚାମୃତ
- ୩. କୌଣସି ତେଜୋମୟ ପଦାର୍ଥ (ଅସ୍ତ୍ରାଦି)କୁ ଦେଖାଇବା — ୩. To display a glittering thing.
ଖାପୁଁ କାଢ଼ି ଝମକାଇଲେ କରେ ଖଣ୍ଡା—କୃଷ୍ଣସିଂହ. ମହାଭାରତ. ବନ
- ୪. ଇତଃସ୍ତତଃ ଚାଳିତ କରିବା — To wave; to move to and fro.
ଇନ୍ଦ୍ର ତାହା ଦେଖି ବଜ୍ରକୁ ଝମକାଉ ଫିଙ୍ଗିଲେ କୁମାରଙ୍କ ଦେହକୁ ଦେଖାଇ—କୃଷ୍ଣସିଂହ. ମହାଭାରତ. ବନ