ଝର୍ଝରାବତୀ
ଦେଖଣା
ଝର୍ଝରାବତୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଝର୍ଝର+ବତ୍+ସ୍ତ୍ରୀ, ଈ)
[ସମ୍ପାଦନା]- ୧. ଗଙ୍ଗାନଦୀ (ହିନ୍ଦୀ - ଶବ୍ଦସାଗର) — ୧. The river, Ganges.
- ୨. କୁରୁବକ (ହିନ୍ଦୀ - ଶବ୍ଦସାଗର) (ଦେଖ) - Kurubaka (See)
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଝଙ୍କାରିଣୀ (ଜ୍ଞାନେନ୍ଦ୍ର) — Making a pattering sound.