Jump to content

ଝଲକହୀନ

ଉଇକିଅଭିଧାନ‌ରୁ

ଝଲକହୀନ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ତେଜୋହୀନ; ଦୀପ୍ତିଶୂନ୍ୟ — Lustreless.

ବିନ୍ଧିଲେ ଲକ୍ଷ୍ମଣ ଯେତେ ଭାନୁ ଉଦିତେ ଖଦ୍ୟୋତ ଝଲାକହୀନ ସେ ସେହିମତି— ଭଞ୍ଜ. ବୈଦେହୀଶବିଳାସ