ଝଲକେଇବା

ଉଇକିଅଭିଧାନ‌ରୁ

ଝଲକେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

=== ଦେଶଜ - କ୍ରି—(ସଂସ୍କୃତ - ଝଲ୍ଲିକା= ଦୀପ୍ତି; ଝଲକିବାର ଣଜନ୍ତି ରୂପ —Causative of jhalakibā)

୧. ଦୀପ୍ତିମୟ କରାଇବା —୧. To cause to shine.
୨. ଜଳପାତ୍ରକୁ ଦୋହୋଲାଇ ତହିଁରେ ଜଳୀୟ ବସ୍ତୁକୁ ଆନ୍ଦୋଳିତ କରିବା —୩. To shake a pot containing liquid so as to produce waves in it.