Jump to content

ଝଲମଲ

ଉଇକିଅଭିଧାନ‌ରୁ

ଝଲମଲ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଝଲକ୍କା= ଆଭା+ମଳିନ

[ସମ୍ପାଦନା]
୧. ଚିକଣ — ୧. Smooth.
୨. ଦୀପ୍ତିଦ୍ୱାରା ତରଙ୍ଗାୟିତ —୨. Glistening; shining with waves of light.)


୩. ଦୀପ୍ତିଶାଳୀ; ଜକଜକ —୩. Shining; radiant.
୪. ଅସ୍ଥିର ଦ୍ୟୁତିସହ ଝଟକୁଥିବା — ୪. Glittering; twinking.
୫. ସୁନ୍ଦର — ୫. Graceful.

ଅତୁଲ୍ୟ ଅମୁଲ୍ୟ ଝଳି ଝଲମଲ ଗଣ୍ଡକୁ ମୋ ଗଣ୍ଡେ ଘଷିରେ କବିସୂର୍ଯ୍ୟ. ସଙ୍ଗୀତ

୬. ଖୁବ୍ ପତଳା —୬. Very thin in texture.
୭. ଜାଲଜାଲୁଆ — ୭. Net-like in texture.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସୁତାର ଏକପ୍ରକାର ପତଳା କନା — A very thin fabric of cotton.