ଝଲ୍ଲରୀ

ଉଇକିଅଭିଧାନ‌ରୁ

ଝଲ୍ଲରୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଝଲରୀ, ଝଲ୍ଲରାଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଝଲ୍ଲ=ଅନୁକରଣ ଧ୍ୱନି+ରା ଧାତୁ ଗ୍ରହଣ କରିବା +କର୍ତ୍ତୃ. ଅ; ସ୍ତ୍ରୀ. ଇ)[ସମ୍ପାଦନା]

୧. ବାଦ୍ୟବିଶେଷ; ନାଗରା —୧. A kind of drum.
୨. ହୁଡୁକା —୨. Bolt of a door.
୩. କ୍ଳେଦ —୩. Liquid filth; moisture (Apte).
୪. ଶୁଦ୍ଧତା —୪. Purity.
୫. ଝାଞ୍ଜ (ହିନ୍ଦୀ - ଶବ୍ଦସାଗର) — ୫. Bellmetal cymbals.
୬. ସ୍ୱଦ (ହିନ୍ଦୀ - ଶବ୍ଦସାଗର) — ୬. Sweat; perspration.
୭. ମୁଦ୍ରାକାକାର କେଶଗୁଚ୍ଛ — ୭. A lock of hair; a curl.