Jump to content

ଝଲ୍ଲିକା

ଉଇକିଅଭିଧାନ‌ରୁ

ଝଲ୍ଲିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଝଲ୍ଲ+ସ୍ୱାର୍ଥେ. କ+ଆ)

[ସମ୍ପାଦନା]
୧. ଜ୍ୱାଳା; ଦୀପ୍ତି (ହିନ୍ଦୀ - ଶବ୍ଦସାଗର) — ୧. Blaze; glare.
୨. ଗାତ୍ରମାର୍ଜନୀ; ଗାମୁଛା —୨. Towel; napkin.
୩. ଗାମୁଛାରେ ଦେହ ପୋଛିଲେ ଦେହରୁ ବାହାରିବା ମଳି (ହିନ୍ଦୀ - ଶବ୍ଦସାଗର) —୩. Dirt coming out of the body when rubbed with a towel.
୪. ସୂର୍ଯ୍ୟ କିରଣର ତେଜ — ୪. The blaze of sun's rays.