ଝଳା
ଦେଖଣା
ଝଳା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଝଳ ଧାତୁ+ଆ)
[ସମ୍ପାଦନା]- ୧. ଆତପର ଉର୍ମି; ଖରାର ତରଙ୍ଗ (ମେଦିନୀ) —୧. A wave of sun's rays.
- ୨. କନ୍ୟା; ଝିଅ —୨. Daughter (Apte).
- ୩. ବାଳିକା —୩. A girl (Apte).
- ୪. ଝିଙ୍କାରୀ —୪. A cricket (Apte).
- ୫. ଖରା —୫. Sunshine (Apte).
- ୬. ଝଟକୁଥିବା ଆଲୋକ — ୬. Glittering light (Apte).
- ୭. ଆଭା; ଚାକଚକ୍ୟ — ୭. Splendour (Apte).
ଅନୁବାଦ
[ସମ୍ପାଦନା]=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଉଦ୍ଧାର, ତୁଳନାକର ଓ ଉଝାଳିବା, ଉଝଳା)
ଝାଳିବାକର୍ମ; ଦୁଇଖଣ୍ଡି ଧାତୁକୁ ଅନ୍ୟ ଧାତୁ ଦ୍ରବଦ୍ୱାରା ସଂଯୁକ୍ତ କରି ମିଶାଇବା —Soldering of two pieces of metal.
ଦେଶଜ - ବିଶେଷଣ -
[ସମ୍ପାଦନା]ପରସ୍ପର ସଂଯୁକ୍ତ ହୋଇ ମିଶା ଯାଇଥିବା (ଧାତୁଖଣ୍ଡ ଦ୍ୱୟ) —Soldered.