Jump to content

ଝାଇଁପାଣି

ଉଇକିଅଭିଧାନ‌ରୁ

ଝାଇଁପାଣି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଧ୍ନା ଧାତୁ+ପାନୀୟ)

[ସମ୍ପାଦନା]

ଯେଉଁ ପାଣିକୁ ଅଗ୍ନି ଉତ୍ତାପରେ ଗରମ ନ କରି ତହି ମଧ୍ୟରେ ତାତିଲା ଲୁହା ଖଡ଼ିକା ଆଦି ମାଡ଼ି ଗରମ କରାଯାଏ — Waterr made warm by immersing a red-hot iron in it

[ଦ୍ରଷ୍ଟବ୍ୟ —ଏହା ରୋଗୀର ପାନୀୟ]