Jump to content

ଝାଙ୍କି ମାରିବା

ଉଇକିଅଭିଧାନ‌ରୁ

ଝାଙ୍କି ମାରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଲୁଚିକରି ବାରଂବାର ଚାହିଁବା — ୧. To peep stealthily.
୨. ଉଚ୍ଚ ପଦାର୍ଥର ଅନ୍ତରାଳର ଚାହିଁବା — To peep over a high barrier.



ଝାଙ୍କି ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଉଙ୍କି ମାରିବା; କୌଣସି ସ୍ଥାନରେ ଲୁଚି ରହି ଉପର୍ଯ୍ୟୁପରି ମୁହଁ ବାହାର କରି ବା ଉହୁଙ୍କି କୌଣସି ବସ୍ତୁକୁ ଚାହିଁବା