Jump to content

ଝାଙ୍କେ

ଉଇକିଅଭିଧାନ‌ରୁ

ଝାଙ୍କେ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ଅ

[ସମ୍ପାଦନା]

ଏକ ଝାଙ୍କ; ଏକ ହପ୍ପା; ବୁହେ; ଝୁଙ୍କେ — One shower or paroxysm (e.g. of rebuke, or thrashing); a fit.

(ଯଥା—ମୁଁ ତାଙ୍କ ସଙ୍ଗେ ଝାଙ୍କେ କଳି କଲି)