ଝାଡ଼ା ତଲବ
ଦେଖଣା
ଝାଡ଼ା ତଲବ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଝାଡ଼ା ତଲବ
|
ଦେଶଜ - ବିଶେଷ୍ୟ - (ହିନ୍ଦୀ - ଝାଡ଼ା+ଆରବୀ - ତଲବ)
[ସମ୍ପାଦନା]ପୋଖରି ମାଡ଼ିବା; ମଳତ୍ୟାଗ କରିବା ନିମନ୍ତେ ବେଗ ଦେଖାଇବା; ମଳୋସ୍ଥର୍ଗରେ ବେଗ; ଗୁରୁ ଶଙ୍କା —A tendency of easing one's self.
[ଝାଡ଼ାଦେଖା(ଖେ)ଇବା,ମାଡ଼ିବା—ଅନ୍ୟରୁପ]