ଝାପ୍ଟା ମାରିବା
ଦେଖଣା
ଝାପ୍ଟା ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଝାପ୍ଟା ମାରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ବର୍ଷା ଜଳ ଆଦି)ଜୋରରେ ଛିଞ୍ଚଡ଼ା ମାରିବା; ଛାଟିବା —୧. (rain water) To strike slantingly against some thing; to dash.
- ୨. (ଝଡ଼ ବା ପବନର ହପ୍ପା) ଥରେ ଆଘାତ କରିବା — ୨. (wind) To strike violently with a gush.
- ୩. (ପାଣି) ଛାଟି ହେବା — ୩. To dash (water) against a thing to splash.