ଝାମ୍ପୁଡ଼ାମୁଣ୍ଡା
ଦେଖଣା
ଝାମ୍ପୁଡ଼ାମୁଣ୍ଡା
ଉଚ୍ଚାରଣ
[ସମ୍ପାଦନା](ଝାମ୍ପୁଡ଼ାମୁଣ୍ଡୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ଝାମ୍ପୁଡ଼ାମୁଣ୍ଡା
|
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ଯହାର ମୁଣ୍ଡରେ ଛୋଟ ଛୋଟ କେଶ ଆଲୁଳାୟିତ ଓ ଅଡ଼ୁଆ ହୋଇଥାଏ — ୧. Having dishevelled or tangled short hair.
- ୨. ଯାହାର ମୁଣ୍ଡର ବାଳ ଝାମ୍ପୁଡ଼ା ହୋଇଥାଏ — ୨. Having a bushy head of hair.