ଝିଆରୀ
ଭାତୃଷ୍ପତ୍ରୀ; ବଡ଼ ବା ସାନ ଭାଇର କନ୍ୟା —Niece; brother's daughter.
[ଦ୍ରଷ୍ଟବ୍ୟ —ପ୍ରଚୀନ ବଙ୍ଗଳାରେ ଝିଆରୀ ଶବ୍ଦ ଝିଅ ଅର୍ଥରେ ବ୍ୟବହୃତ ହୋଇଥିବାର ଦେଖାଯାଏ]