ଝିଇ ପକେଇବା
ଦେଖଣା
ଝିଇ ପକେଇବା
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଞ୍ଜାମ ଓ ଗଡ଼ଜାତ)କ୍ରିୟାପଦ -
[ସମ୍ପାଦନା]ପୋଡ଼ୁହ ବା ଅଣ୍ଡିରା ମଇଁଷିଙ୍କ ଜଗୁଆଳ ପିଲାମାନେ ପୋଡ଼ୁହର ଲାଙ୍ଗୁଡ଼ରେ ହାତ ମାରି"ଝି ! ଝି ! ତରର ଝି!" ଡାକ ଡାକିବାଦ୍ୱାରା ପୋଡ଼ୁହମାନଙ୍କୁ ଗୋଧୋଇବ ପାଇଁ ପାଣିରେ ଶୁଆଇବା —(the buffalo-herds) To get the buffaloes to lie down in water during a bath by uttering a call.