ଝିଙ୍କର
ଦେଖଣା
ଝିଙ୍କର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - କଙ୍କର)
[ସମ୍ପାଦନା]- ୧. ଭଙ୍ଗା ହାଣ୍ଡିର ଖପରା — ୧. Bits of broken earthen pots; potsherd.
- ୨. ହାଣ୍ଡିର ଭଙ୍ଗା ଫନ୍ଦ — ୨. Broken bits of the edge of earthen pots.
- ୩. ଖପରଲୀ ବା ଘର ଛୁଆଣି କରିବାର ଖପରା — ୩. Earthen tiles for thatching houses with.
- ୪. ଝଙ୍କ ଜନ୍ତୁ —୪. Porcupine.