Jump to content

ଝିଙ୍କରଡିଆଁ

ଉଇକିଅଭିଧାନ‌ରୁ

ଝିଙ୍କରଡିଆଁ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଖପରାଡ଼ିଆଁ (ଦେଖ) - Khaparāḍiāñ (See)

ଦେଶଜ - ବିଶେଷଣ -

[ସମ୍ପାଦନା]
୧. (କାଳେ ଅଇଁଠାହାଣ୍ଡିର ଖପରାକୁ ଗୋଡ଼ରେ ମାଡ଼ିଲେ ଅଶୁଚି ହେବ ଏହି ଭୟରେ ବାଟ ଚାଲିଲା ବେଳେ ବାଟରେ ପଡ଼ିଥିବା ଖପରାମାନଙ୍କୁ ଡେଇଁ ଡେଇଁ ଯିବା ଲୋକ) ଅତିରିକ୍ତ ନିଷ୍ଠାପର — ୧. Over-rigid in observing rules of outward purity.
୨. ଅତି ଚିଡ଼ଲ —୨. Very peevish.