Jump to content

ଝିଙ୍କାଝିଙ୍କି

ଉଇକିଅଭିଧାନ‌ରୁ

ଝିଙ୍କାଝିଙ୍କି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଅନ୍ୟୋନ୍ୟରେ ଓଟରା ଓଟରି କର୍ମ — Mutually pulling.
୨. ଟଣା ଓଟରା — ୨. Pushing and tugging.

ସେ କଠିନ ଝିଙ୍କାଝିଙ୍କିରୁ ନିସ୍ତାର ଲାଭ ଲାଗି ଆଗୁଁ ହୁଏ ହୁସିଆର ରାଧାନାଥ.ଦରବାର

ଦେଶଜ - ବିଶେଷଣ -

[ସମ୍ପାଦନା]

ଅନ୍ୟୋ଼ନ୍ୟର ଓଟରା ଓଟରି ହେଉଥିବା; ପରସ୍ପରଦ୍ୱାରା ଆକର୍ଷିତ —Mutually pulled; pulled by each other.