ଝିଙ୍କାରୀ
ଦେଖଣା
ଝିଙ୍କାରୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ସଂସ୍କୃତ - ଝିଞ୍ଜୀ; ଝିଲ୍ଲୀ; ଝିଁ ଝିଁ ଧ୍ୱନ୍ୟନୁକରଣରୁ)
[ସମ୍ପାଦନା]ଝିଲ୍ଲୀ — Grasshopper; the cricket.
[ଦ୍ରଷ୍ଟବ୍ୟ —ଏହା ଏକ ପ୍ରକାର ଝିଣ୍ଟିକା ବା ପତଙ୍ଗ ଏମାନେ ବିଲରେ ଓ ନିର୍ଜନ ସ୍ଥାନରେ ରାତ୍ରିରେ ଓ ଗ୍ରୀଷ୍ମକାଳ ଦ୍ୱିପ୍ରହର ସମୟରେ ତୀବ୍ର ଝିଁ ଝିଁ କରନ୍ତି; ଓ ଶତ— ଶତ ଝିଙ୍କାରୀଙ୍କ ଶବ୍ଦ ମିଶି ଏକ ଗଭୀର ଓ ତୀବ୍ର ଧ୍ୱନି ଜାତ କରେ]
ଝାଇଁ ଝାଇଁ ସ୍ୱନେ ଡାକେ ଝିଙ୍କାରୀ ଗୋଲୋକ, ଇନ୍ଦୁରେଖା