Jump to content

ଝିଙ୍ଗିନୀ

ଉଇକିଅଭିଧାନ‌ରୁ

ଝିଙ୍ଗିନୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଏକ ପ୍ରକାର କାକୁଡ଼ି — ୧. A sort of cucumber (Apte).
୨. ମସାଲ — ୨. A torch; a firebrand (Apte).
୩. ଏକପ୍ରକାର ବନ୍ୟ ଗଛ —୩. A wild tree.


[ଦ୍ରଷ୍ଟବ୍ୟ —ଅନ୍ୟ ସଂସ୍କୃତ - ନାମ ଝିଙ୍ଗୀ, ପ୍ରମୋଦିନୀ, ସୂନିର୍ଯ୍ୟାସା; ଏ ଗଛି ଖୁବ୍ ବଡ଼ ହୁଏ; ଫୁଲ ଧଳା, ଫଳ ବରକୋଳି ପରି ଏହାର ପତ୍ର ମହୁଲ ଗଛର ପତ୍ର ପରି ଶାଖାର ଦୁଇପାଖରେ ଲାଗିଥାଏ— ହିନ୍ଦୀ - ଶବ୍ଦସାଗର]