ଝିଞ୍ଜଟିଆ
ଦେଖଣା
ଝିଞ୍ଜଟିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଝିଞ୍ଜଟେଈ, ଝିଞ୍ଜଟୀସ୍ତ୍ରୀ
(ଝିଞ୍ଜଟିଆ—ଅନ୍ୟରୂପ)
ଦେଶଜ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ. (ସଂସ୍କୃତ - ଜଞ୍ଜାଳ)
[ସମ୍ପାଦନା]- ୧. ଜଞ୍ଜାଳିଆ; ଗୋଳମାଳିଆ; ଅଡ଼ୁଆ ତଡ଼ୁଆ — ୧. Complicated; entangled.
- ୨. ଯେଉଁ ଲୋକ ଅନ୍ୟ ଲୋକ ସଙ୍ଗେ ଗୋଳମାଳ ବା ଅଡ଼ୁଆ ଲଗାଏ; ଯେଉଁ ଲୋକ ଉପର୍ଯ୍ୟୁପରି ପ୍ରାର୍ଥନାଦ୍ୱାରା ପ୍ରାର୍ଥିତ ବ୍ୟକ୍ତି ମନରେ ବିରକ୍ତି ଜାତ କରାଏ —୨. Teasing; importunate; vexations; troublesome.