Jump to content

ଝିଞ୍ଜଟ ଲଗେଇବା

ଉଇକିଅଭିଧାନ‌ରୁ

ଝିଞ୍ଜଟ ଲଗେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଅଡ଼ୁଆ ଲଗାଇବା; ନାନା ଗୋଳମାଳିଆ କାର୍ଯ୍ୟ କରିବା — ୧. To complicate matters.
୨. ଅତ୍ୟନ୍ତ ବିରକ୍ତ କରି ବାରଂବାର ପ୍ରାର୍ଥନା କରିବା —୨. To importune; to solicit or press repeatedly and unreasonably.
୩. ବିରକ୍ତ କରିବା —୩. To tease; to vex.