Jump to content

ଝିଞ୍ଜାରିବା

ଉଇକିଅଭିଧାନ‌ରୁ

ଝିଞ୍ଜାରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଜର୍ଜର; ଜୃ ଧାତୁ=କର୍ଣ୍ଣ କରିବା)

[ସମ୍ପାଦନା]

ବିଦାରିବା; ବହୁ ଛିଦ୍ର କରିବା; ଜୀର୍ଣ୍ଣ ବା ସାରହୀନ କରିବା; ଭିଣ ନଷଅଟ କରିବା —To canker; to bore holes into a thing; to perforate.

[ଦ୍ରଷ୍ଟବ୍ୟ —ଜୀର୍ଣ୍ଣ କାଠ ବା ଲୁଗା ବା ପୁସ୍ତକକୁ ପୋକ ଝିଞ୍ଜାରି ପକାନ୍ତି]