ଝିଞ୍ଝଟ
ଦେଖଣା
ଝିଞ୍ଝଟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଝିଞ୍ଝଟ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ସଙ୍ଗୀତର ରାଗିଣୀବିଶେଷ — ୧. Name of a musical air.
[ଦ୍ରଷ୍ଟବ୍ୟ —ଏହା ସମ୍ପୂର୍ଣ୍ଣ ଜାତିର ରାଗିଣୀ ଏଥିରେ ସବୁ ଶୁଦ୍ଧ ସ୍ୱର ଲାଗେ, ଏହା ଦିନର ଚତୁର୍ଥ ପ୍ରହରରେ ଗେୟ—ହିନ୍ଦୀ - ଶବ୍ଦସାଗର]
- ୨. (ସଂସ୍କୃତ - ଝଞ୍ଜା ବାତ; ଜଞ୍ଜାଳ)—ଝଞ୍ଜଟ (ଦେଖ) - ୨. Jhan̄jaṭa (See)