Jump to content

ଝିଟ

ଉଇକିଅଭିଧାନ‌ରୁ

ଝିଟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଝିଟେଈ, ଝିଟୋଈସ୍ତ୍ରୀ

ଦେଶଜ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ. (ସଂସ୍କୃତ - ଧୃଷ୍ଟ)

[ସମ୍ପାଦନା]
୧. ଚେମରଚଟୁ; ଧିଟ; ଧୃଷ୍ଟ; ଜିଗରିଆ —୧. Importunate; pertinacious.
୨. ବେହିୟା; ନିର୍ଲଜ୍ଜ — ୨. Shameless; immodest.

ମାଇକିନିଆଙ୍କ ସାଙ୍ଗରେ ସବୁବେଳେ ରଜଘଷ ହେବାରୁ ସେ ଭାରି ଝିଟ ହୋଇ ଯାଇଛି ଫକୀରମୋହନ. ଗଳ୍ପସ୍ୱଳ୍ପ

୩. ଅଶ୍ଳୀଳ —୩. Indecent.