Jump to content

ଝିଟିକା

ଉଇକିଅଭିଧାନ‌ରୁ

ଝିଟିକା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଉଚ୍ଚିଙ୍ଗଟ; ଉଚ୍ଚିଟିଙ୍ଗ; ସଂସ୍କୃତ - ଝିରିକା)

[ସମ୍ପାଦନା]

ଲମ୍ୱପଦ ବିଶିଷ୍ଟ ପତଙ୍ଗବିଶେଷ; ଶଲଭ; ଝିଣ୍ଟିକା ===

[ଦ୍ରଷ୍ଟବ୍ୟ —ଏହି ଋତୁପତ୍ରୀ ଷଟ୍ପଦୀ ପତଙ୍ଗ ବୃକ୍ଷର ପତ୍ରଆଦି ଖାଇ ବୃକ୍ଷକୁ ପତ୍ରହୀନ କରନ୍ତି ଏମାନେ ସମୟେ ସମୟେ ବହୁ— ସଂଖ୍ୟାରେ ଦଳବଦ୍ଧ ହୋଇ କୌଣସି କୌଣସି ଅଞ୍ଚଳର ସମସ୍ତ ଫସଲ ଓ ଗଛର ପତ୍ରକୁ ନଷ୍ଟ କରି ଦିଅନ୍ତି; ଏମାନେ ହିଁ ଝିଙ୍କାରୀ]

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]
୧. ଝିଟ୍କା (ଦେଖ) - ୧. Jhit-kā (See)
୨. ବର୍ଷା ପାଣିର ଛାଟ — ୨. The splash of diogonal shower of rain.