Jump to content

ଝିଟ୍କା

ଉଇକିଅଭିଧାନ‌ରୁ

ଝିଟ୍କା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ହଠାତ୍ କ୍ଷଣକାଳ ଝିଙ୍କିବା — Sudden jerk.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]

ଆହାର ଦେଇ ପକ୍ଷୀମାନଙ୍କ ମାରିବାରେ ବ୍ୟବହୃତ ସ୍ପ୍ରିଙ୍ଗ୍ ବା କମାଣୀ ଯୁକ୍ତ କାଠର ଯନ୍ତ୍ରବିଶେଷ —A contrivance with a spring used as a trap to kill birds by decoying them with baits.