Jump to content

ଝିଣ୍ଟିକା ମାରି ବଣି ପୋଷିବା

ଉଇକିଅଭିଧାନ‌ରୁ

ଝିଣ୍ଟିକା ମାରି ବଣି ପୋଷିବା

ଦେଶଜ - ତଗ

[ସମ୍ପାଦନା]

ଗୋଟିଏ ବଣି ଚଢ଼େଇକୁ ଆହାର ଦେବା ପାଇଁ ବହୁସଂଖ୍ୟକ ଝିଣ୍ଟିକାକୁ ବଧ କରିବା, ଅର୍ଥାତ୍ ଅନେକ ଗରିବ ଲୋକଙ୍କୁ କଷ୍ଟ ଦେଇ ଜଣେ ବଡ଼ ଲୋକକୁ ସୁଖରେ ରଖିବା