Jump to content

ଝିନ

ଉଇକିଅଭିଧାନ‌ରୁ

ଝିନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

=== ଦେଶଜ - ବିଶେଷଣ - (ସଂସ୍କୃତ - ଚୀନ=; ଏ ଦେଶରେ ପୂର୍ବେ ଖୁବ୍ ପତଳା ଲୁଗା ତିଆରି ହେଉଥଇବାରୁ;ସଂସ୍କୃତ - ଚୀନାଶୁଂକ କିମ୍ୱା ସଂସ୍କୃତ - କ୍ଷୀଣ; ପ୍ରାକୃତ. ଝୀଣ)

ସୂକ୍ଷ୍ମ; ବାରିକ୍; ଅତ୍ୟନ୍ତ ପାତଳ —Very thin and delicate (cloth).

ବକଳ ପିନ୍ଧିଛି ଯାହାର କଟିଦେଶ ଆର ଜନ୍ମେ ପିନ୍ଧେ ସେ ସରୁ ଝିନବାସ—କୃଷ୍ଣସିଂହ. ମହାଭାରତ. ଶାନ୍ତ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଅତି ସରୁ ଲୁଗା —Very thin cloth.