Jump to content

ଝିନପତନୀ

ଉଇକିଅଭିଧାନ‌ରୁ

ଝିନପତନୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଝିନବସନ, ଝିନବାସଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୀନ+ପଟ୍ଟୁ)

[ସମ୍ପାଦନା]
୧. ଅତ୍ୟନ୍ତ ସୂକ୍ଷ୍ମ ବସ୍ତ୍ର — ୧. Very delicate fabric.
୨. ଅତ୍ୟନ୍ତ ପତଳା ପାଟ ଲୁଗା; ହାଉଆ ଶାଢ଼ୀ — ୨. Thin silk cloth; a thin kind of silk gauze.

ଝିନପତନୀ ଅଙ୍ଗେ ଶୋଭା, ଝଟକ ବିଦ୍ୟୁ ପ୍ରାୟ ଆଭା— ବଳରାମ ଦାସ. କମଳଲୋଚନ ଚଉଚିଶା