Jump to content

ଝିମା

ଉଇକିଅଭିଧାନ‌ରୁ

ଝିମା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଏକପ୍ରକାର ବାତରୋଗ — ୧. A fit or disease accompanied with a tingling senastion and stupor.

[ଦ୍ରଷ୍ଟବ୍ୟ —ଏଥିରେ ଦେହ ହାତ ଝିମ୍ଝିମ୍ ମାରେ ଅର୍ଥାତ୍ ଅଙ୍ଗ ଆଦି ଅବଶ ଓ ସ୍ପନ୍ଦହୀନ ହୋଇଯାଏ]

୨. ମୂର୍ଚ୍ଛାବାତ —୨. Swoon.


ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - କ୍ଷୀଣ)

[ସମ୍ପାଦନା]
୧. ଅବଶ; କାଲୁଆ — ୧. Paralysed; benumbed.
୨. ଯେଉଁ ଆମ୍ୱ ଖାଇଲେ ପାଟି ଓ ତୋଟିରେ ଝିମ୍ ଝିମ୍ ଅନୂଭୁତି ହୁଏ; ରସୁଣିଆଁ (ଆମ୍ୱ) — ୨. (mango) Producing irritation in the throat and mouth.
୩. ଯେ ଧିମେଇ ଧିମେଇ କୌଣସି କାର୍ଯ୍ୟ କରେ; ଅଳସୁଆ — ୩. Slothful; slow coach; laggard.
୪. ସେମଟା (ଫଳ) — ୪. Withered and shunk (fruit).