ଝିମାଣି
ଦେଖଣା
ଝିମାଣି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଦୁଇ ଦଳ ବାଳକମାନଙ୍କ ମଧ୍ୟରେ ଏକ ପ୍ରକାର ଖେଳ; ଡୁ ଡୁ ଖେଳ —୧. A kind of out-door game amongst boys.
- ୨. ଜୁଆ ଖେଳ —୨. A game at hazards.
ଝିମାଣି ଖେଳରୁ ମହାଭାରତ ଉପୁଜିବା ନ୍ୟାୟ—ପ୍ରବଚନ
- ୩. (ସଂସ୍କୃତ - ଧ୍ମା ଧାତୁ) ଅସ୍ତ୍ର ଶସ୍ତ୍ର ପ୍ରସ୍ତୁତ କରିବା କାରଖାନାର ଅଗ୍ନି —୨. The fire of an arms-factory.