Jump to content

ଝିମିଝିମି

ଉଇକିଅଭିଧାନ‌ରୁ

ଝିମିଝିମି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ଅ. (ସଂସ୍କୃତ - ଝିଞ୍ଚିମ)

[ସମ୍ପାଦନା]
୧. ବହୁକାଳ ଏକ ଅବସ୍ଥାରେ ଅବସ୍ଥିତ ଯୋଗୁଁ ରକ୍ତସଞ୍ଚାଳନରେ ବ୍ୟାଘାତ ହେବାରୁ ଅଙ୍ଗବିଶେଷରେ ଅବଶତା ଅନୁଭୂତି ବା ଯନ୍ତ୍ରଣାବୋଧ —୧. Tingling sensation due to numbness of a limb if keft in one position for a long period.
୨. ଘୁଙ୍ଗୁରଆଦି ପିନ୍ଧି ପାଦକ୍ଷେପ ବା ନୃତ୍ୟାଦି କରିବା ଯୋଗୁଁ ଝମ୍ଝମ୍ ବା ଝୁମୁ ଝୁମୁ ଶବ୍ଦ; ଝୁମୁରୁ ଝୁମୁରୁ — ୨. Tinkling sound caused by dancing while wearing small bells.