ଝିମିଟ
ମୁହୂର୍ତ୍ତ; ନିମିଷ ମାତ୍ର — One moment only; instant; a very short time; 'no time'.
ଝିମିଟେ ମିଳାଇ ଗଲା ସେ ଦୁର୍ବାର କ୍ରୋଧ ଚିନ୍ତାମଣି. ବିକ୍ରମାଦିତ୍ୟ