ଝିମେଇ ଝିମେଇ
ଦେଖଣା
ଝିମେଇ ଝିମେଇ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରି. (ଅସମାପିକା କ୍ରିୟା; କ୍ରିୟାବିଶେଷ ରୂପେ ବ୍ୟବହୃତ)
[ସମ୍ପାଦନା]- ୧. ଅତି କ୍ଷୀଣ ଭାବରେ — ୧. Very slightly.
- ୨. ଧୀରେ ଧୀରେ —୨. Slowly.
(ଯଥା—ପାଣି ପୋଖରୀରୁ ଝିମେଇ ଝିମେଇ ବହି ଯାଉଛି)
- ୩. ଆଳସ୍ୟ ସହକାରେ —Idly; slothfully.
- ୪. ନିଦ୍ରାତୁର ହୋଇ ଇତସ୍ତତଃ ଢୁଳାଇବା ପ୍ରକାରେ — ୪. Drowsily; nodding.
(ଯଥା—ସେ ଝିମେଇ ଝିମେଇ ଚାଲୁଛି)