Jump to content

ଝିଲ

ଉଇକିଅଭିଧାନ‌ରୁ

ଝିଲ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଜଳ; ସଂସ୍କୃତ - ବିଲ୍ଲ; ବିଳ=ଗର୍ତ୍ତ)

[ସମ୍ପାଦନା]
୧. ଜଳପାଟ; ଦହ; ବର୍ଷାପାଣିରେ ଯେଉଁ ବହୁବିସ୍ତୃତ ନିମ୍ନଭୂମି ଜଳପୂର୍ଣ୍ଣ ହୋଇଯାଏ —୧. Marsh; swamp; morass; bog.
୨. ଅଗଭୀର ଜଳାଶୟ —୨. Shallow lake.