ଝିଲିକନା
ମଝିରେ ଛିଦ୍ରଯୁକ୍ତ କନା, ଯାହା ମଧ୍ୟରେ ବଟ ବିରିକୁ ପୂରାଇ ନିଆଁ କରେଇରେ ଅଜାଡ଼ିଲେ ଝିଲି ଓ ଜିଲିପି ତିଆରି ହୁଏ —A piece of rag with a hole in the certre through which liquid-paste is poured into the frying pan to prepare spiral jhili.