Jump to content

ଝିଲିକେଇବା

ଉଇକିଅଭିଧାନ‌ରୁ

ଝିଲିକେଇବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]

(ପବନ) ଧୀରେ ଧୀରେ ବହିବା — (wind) To blow slowly.

ସିଲିସିଲି ପବନ ଝିଲକେଇଲା ଫକୀରମୋହନ. ଗଳ୍ପସ୍ୱଳ୍ପ