Jump to content

ଝିଲିପି

ଉଇକିଅଭିଧାନ‌ରୁ

ଝିଲିପି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ଫାରାସୀ - ଜୁଲ୍ ଫ୍; ସଂସ୍କୃତ - ନାମ କାକପକ୍ଷ)— କର୍ଣ୍ଣମୂଳ ପାଖେ ଯେଉଁ କର୍ତ୍ତିତ ବକ୍ର କେଶ ଥାଏ — ୧. Curling lock hanging down and dressed so as to descend and curve round the lobe of the ear.

କି ମଧୁର ଦିଶେ ଗୌର ଗଣ୍ଡେ କଳା-କାନ ଖିଲପି ରାଧାନାଥ. ଉଷା

୨. ଜିଲିବି (ଦେଖ) - ୨. Jilibi (See)