ଝିଲିପି କାଟିବା
ଦେଖଣା
ଝିଲିପି କାଟିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଝିଲିପି କାଟିବା
|
(ଝିଲପି ଛାଡ଼ିବା, ଝିଲପି ରଖିବା—ଅନ୍ୟରୂପ)
ଦେଶଜ - କ୍ରି.
[ସମ୍ପାଦନା]ମସ୍ତକର କେଶଗୁଚ୍ଛ କାନ ପର୍ଯ୍ୟନ୍ତ ଲମ୍ୱା ପ୍ରକାରେ କେଶକୁ କାଟି ବିନ୍ୟାସ କରିବା — To wear hair cut and curled round the lobe of the ear.