Jump to content

ଝିଲିମିଲିକା

ଉଇକିଅଭିଧାନ‌ରୁ

ଝିଲିମିଲିକା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ହୁଲ ବା ଧୂଳ ଧାତୁ)

[ସମ୍ପାଦନା]
୧. ଜୁଳୁଜୁଳିଆ ପୋକ —୧. Fire-fly.
୨. ଯେଉଁ କବାଟ ବନ୍ଦ ଥାଇ ସୁଦ୍ଧା ତହିଁର ଫାଙ୍କ ଖୋଲା ଯିବା ଓ ବନ୍ଦ କରିବା ପାଇଁ କଳ ଲାଗି ଥାଏ — ୨. Ventian door.
୩. ସ୍ତ୍ରୀମାନଙ୍କ ସୀମନ୍ତରେ ପିନ୍ଧାଯିବା ଜାଲିଦାର୍ ଭୂଷଣବିଶେଷ — ୩. An ornament for the head.

ବହୁଁ ଚନ୍ଦ୍ର ଝୁମ୍ପ ଝିଲିମିଲିକା ଭଞ୍ଜ, ବୈଦେହୀଶବିଳାସ