Jump to content

ଝୁକିବା

ଉଇକିଅଭିଧାନ‌ରୁ

ଝୁକିବା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -

[ସମ୍ପାଦନା]
୧. ଲକ୍ଷ୍ୟଭ୍ରଷ୍ଟ ହେବା — ୧. To miss the aim.

(ଯଥା—ମୋର କାଁଡ଼୍ ଝୁକିଗଲା)

୨. (କ୍ଷେତରେ ଚାଷଆଦି କରିବା ପାଇଁ ପାଗ) ବିଳମ୍ୱ ହେବା; ଅପାଗ ହେବା —୨. (the proper season for ploughing) To pass away without the accomplishment of the requisite operations.