Jump to content

ଝୁଙ୍କି

ଉଇକିଅଭିଧାନ‌ରୁ

ଝୁଙ୍କି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଦାୟିତ୍ୱ —୧. Responsibility.

ପିଲା ପ୍ରସବ ଝୁଙ୍କି ଯାକ ସବୁ ଆମ୍ଭର ଭିକାରି. ଯୌତୁକ

୨. ଉତ୍ସାହ —୨. Zeal.
୩. ଖିଆଲ —୩. Whim.

(ଯଥା—ତାର ଗୋଟିଏ ଝୁଙ୍କି ଉଠିଛି)

୪. କେଶଜନକ ଭାର —୪. Hard task.
୫. ଝୁଙ୍କ (ଦେଖ) - —୫. Jhuṅka (See)