ଝୁଟା ଉଠାଇବା
ଦେଖଣା
ଝୁଟା ଉଠାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଝୁଟା ଉଠାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ପରର ଅଁଇଠାକୁ ପରିଷ୍କାର କରିବା —୧. To cleanse the leavings or refuse of another's meal.
- ୨. ଅତି ହୀନ କର୍ମ କରିବା — ୨. To do the most humiliating work