Jump to content

ଝୁଣା

ଉଇକିଅଭିଧାନ‌ରୁ

ଝୁଣା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧ୍ୱନକ)

[ସମ୍ପାଦନା]
୧. ସାଳବୃକ୍ଷର ସୁଗନ୍ଧ ନିର୍ତ୍ଯ୍ୟାସ — ୧. Resin.

ଝୁଣା ଲାଗି ହତ ହୋଇ ପୁଳିନ କୁଠାରେ ରାଧାନାଥ . ମହାଯାତ୍ରା

[ଦ୍ରଷ୍ଟବ୍ୟ —ଏଥିରେ ଚୂର୍ଣ୍ଣକୁ ରଡ଼ ନିଆଁରେ ପକାଇବା ସୁଗନ୍ଧ ଧୁଆଁ ଉଠେ]

୨. ଚନ୍ଦରସ (ଦେଖ) - ୨. Chandarasa (See)
୩. ଦାନ୍ତଦ୍ୱାରା ଜୋରରେ ଆଘାତ କରି ଓଟାରିବା; ଝୁଣିବା —୩. Pulling a thing by pressing with the teeth.
୪. ଜୋର୍ପୂର୍ବକ ଦୋହିଁବା — ୪. To milk with much pressure.
୪. (ସଂସ୍କୃତ - ଝୁଣୀ)—ଶୁଖିଲା ନଡ଼ିଆ; ଖୁରୁଡ଼ ନଡ଼ିଆ — ୪. Dried cocoanut.