ଝୁଣି
ଦେଖଣା
ଝୁଣି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଖୁରୁଡ଼ ନଡ଼ିଆ — ୧. Dried cocoanuts from which water has a dried up.
- ୨. ଶୁଖିଲା ଗୁଆ —୨. Dry areca nut.
ଝୁଣି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଏକଜାତୀୟ ଗୁବାକ — ୧. A kind of betel-nut (Apte)
- ୨. ଅମଙ୍ଗଳସୂଚକ ଶୂନ୍ୟ ଶବ୍ଦ —୨. A voice fron. heaven boding ill luck (Apte).
- ୩. ଅଶୁଭ ଶକୂନ — ୩. An evil omen (Apte).
- ୪. ଝାଡ଼ା ଜଙ୍ଗଲ; ବୁଦାଳିଆ ବଣ — ୪. Thicket (Apte).