Jump to content

ଝୁଣ୍ଟା

ଉଇକିଅଭିଧାନ‌ରୁ

ଝୁଣ୍ଟା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ଝଣ୍ଟ)

[ସମ୍ପାଦନା]
୧. ଅକାଣ୍ଡ ବୃକ୍ଷ; ବୁଦା — ୧. Shrub; bush.
୨. ରାଜା ବା ଦେବତାଙ୍କ ନାମ ଧରି ବା ରାଣ ପକାଇ କୌଣସି ବସ୍ତୁ (ଯଥା ଫସଲ)କୁ ଅଟକ କରିବା ନିମନ୍ତେ ଭୁମିରେ ପୋତାଯିବା ପତାକା ବା ତାଗା —୨. A flag or pole put on the ground in the name of the king or a Deity to restrain a thing being removed therefrom.

ଅନୁବାଦ

[ସମ୍ପାଦନା]
୩. ଚାଲୁ ଚାଲୁ ଗୋଡ଼ର ଅଗ୍ରଭାଗ କୌଣସି କଠିନ ବସ୍ତୁଦ୍ୱାରା ଆଘାତ ପ୍ରାପ୍ତ ହେବା —୩. Stumbling.