Jump to content

ଝୁଣ୍ଟାମାରିବା

ଉଇକିଅଭିଧାନ‌ରୁ

ଝୁଣ୍ଟାମାରିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ରାଜା ବା ଦେବତାଙ୍କ ରାଣ ପକାଇ କୌଣସି ପଦାର୍ଥ ବା ଫସଲକୁ ଅଟକ କରିବା ନିମନ୍ତେ ଭୁମିରେ ଗୋଟିଏ ପତାକା ପୋତିବା —To set up a flag on the ground in the name of the king or a Deity, restraining a thing thereon being removed by any person; formal injunction by way of fixing a pole on the ground.